ସୁବର୍ଣ୍ଣପୁର ରେ ରଥଯାତ୍ରା ବଡ ଠାକୁର ଙ୍କ ପଦ୍ମ ବେଶ

0
126

ସୋନପୁର (ଓବି ନ୍ୟୁଜ)(ସୁଶାନ୍ତ ସାହୁ): ମାଉସୀ ମନ୍ଦିରରେ ଷଷ୍ଠ ଦିବସରେ ଶ୍ରୀଜିଉ ପଦ୍ମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥଲେ । ପ୍ରତି ଦିନ ବେଶ ପାଇଁ ଶହଶହ ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ ପାଈଁ ଗୁଣ୍ଡିଚା ମନ୍ଦିର ଯାଉଛନ୍ତି । ଗତ କାଲି ସାଂକୃତିକ କାର‌୍ୟ୍ୟକ୍ରମରେ ଜିତୁ ଦାଶ ଙ୍କ ଜଗନ୍ନାଥ ଙ୍କ ଅମୃତ ବାଣି ଶ୍ରଦ୍ଧାଳୁଙ୍କ ମନକୁ ଖୁବ ଛୁଇଁଥିଲା । ଭଗବାନଙ୍କ ପଦ୍ମ ବେଶ ଦେଖିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here