ଜଗା ପ୍ରେମରେ ଲିଙ୍ଗରାଜ

0
376

ପାତ୍ରପୁର(ଓବି ନ୍ୟୁଜ)(ବଦ୍ରୀ ନାରାୟଣ ରଣା) ଭାବକୁ ନିକଟ ସେ ,ଅଭାବ କୁ ଦୂର । ରଥରେ ଜଗାଙ୍କୁ ଦେଖିବାର ଇଛା ଆଗରେ ସବୁ କିଛି ହାର ମାନିଲା । ସେ ଭକ୍ତ ଜଣକ ହେଉଛନ୍ତି ମୈସାନପୁର ଗ୍ରାମର ଲିଙ୍ଗରାଜ ସାହୁ ବୟସ ତାଙ୍କର ପ୍ରାୟ ୬୫ ହୋଇଥିବା ବେଳେ ସେ ଶାରୀରିକ ଭିନ୍ନକ୍ଷମ ଅଟନ୍ତି । ରଥ ଉପରେ ଜଗତର ନାଥ ଜଗନ୍ନାଥଙ୍କ ସହ ପ୍ରଭୁ ପାର୍ଥସରଥୀ ଙ୍କୁ ଦେଖିବା ଲାଗି ଅଟୋ ରେ ଆସିବା ପରେ ପ୍ରାୟ୧କିଲୋମିଟର ଚାଲି ଚାଲି ପହଞ୍ଚିଥିଲେ ସାରଥୀ ଧାମ ତଥା ଓଡ଼ିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର ଜରଡ଼ାରେ । ଜଗାଙ୍କ ଦର୍ଶନ ପରେ ଶାନ୍ତି ମିଳିଲା ଆସିବାର କଷ୍ଟ ଅନୁଭବ କରିପାରିଲି ନାହିଁ, ଏବଂ ଭବିଷ୍ୟତରେ ମଧ୍ୟ ଜଗାର ଡୋରି ଲାଗିଲେ ନିଶ୍ଚୟ ଆସିବି ଏମିତି କିଛି ପ୍ରତିକ୍ରିୟା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here