ଗ୍ୟାସ୍ ପାଇପ୍ ରେ ନିଆଁ ଲାଗି ୨ ଆହତ

0
134

ହିଂଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ହିଞ୍ଜିଳିକାଟୁ ନେହୁର୍ ମାର୍ଗ ୭ ଥାନାତୋଟା ସାହିରେ ଅନ୍ତର୍ଯ୍ୟାମୀ ମୁନିଙ୍କ ଘରେ ଗ୍ୟାସଚୁଲାରେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ ଯୋଗୁଁ ଅଗ୍ନିକାଣ୍ଡ ଘଟି ୨ ଜଣ ଆହତ ହୋଇଥିବା ବେଳେ ଘରର ଆସବାବପତ୍ର ପୋଡ଼ି ଯାଇଛି । ଆହତ ଦ୍ୱୟ ହେଲେ ସୁକାନ୍ତି ମୁନି ଓ ରୋଷେୟା ରବିନ୍ଦ୍ର ଦାଶ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହୀନିର କର୍ମଚାରୀ ମାନେ ଘଟଣା ସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ । ଆହତ ମାନଙ୍କୁ ପରିବାର ସଦ୍ୟସ ହିଞ୍ଜିଳି ମେଡିକାଲ୍ ରେ ଭର୍ତି କରିଥିଲେ।

LEAVE A REPLY

Please enter your comment!
Please enter your name here