ଭାରତ ହାରିଯିବାରୁ ବିଷ ପିଇଲେ ଯୁବକ

0
40

ଧର୍ମଗଡ଼ (ଓବି ନ୍ୟୁଜ)(ବରଦା ପ୍ରଶନ୍ନ ନାୟକ): ବିଶ୍ୱକପ କ୍ରିକେଟରେ ଭାରତର ପରାଜୟକୁ ନେଇ ଧର୍ମଗଡ଼ ଉପଖଣ୍ଡ ଗୋଲାମୁଣ୍ଡା ବ୍ଲକ କେଗାଁ ସିଙ୍ଗବାହାଡ଼ି ଗ୍ରାମର ସମ୍ବାରୁ ଭୋଇ ବିଷପାନ କରିଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଧର୍ମଗଡ଼ ହସପିଟାଲକୁ ନିଆଯାଇଥିଲା । ପରେ ପରେ ଭବାନିପାଟଣାକୁ ସ୍ଥାନାନ୍ତର କରାଯାଇଥିଲା । ସାଙ୍ଗମାନଙ୍କ ସହ ମିଶି କ୍ରିକେଟ ମ୍ୟାଚ ଦେଖୁଥିଲେ । ଭାରତ ହାରିଯିବାରୁ ସେ ଏପରି କରିଥିଲେ ଯାହା ପରିବାର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here