ବିଜେଡିର ଜନ ସମ୍ପର୍କ ପଦଯାତ୍ରା ।

0
57

ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ଗଞ୍ଜାମ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ବିଜୁଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,କୃଷି ବିପଣି ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ଉର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ,ଆଦିକନ୍ଧ ସେଠୀ ପ୍ରମୁଖ ଗଞ୍ଜାମ ବ୍ଲକ ର କଇଁଚପୁର ପୁର,ମଲାଡ଼,ସନ୍ତୋଷ ପୁର ,ପୋଇରାଶି ପ୍ରମୁଖ ପଂଚାୟତର ବିଭିନ୍ନ ଗ୍ରାମକୁ ଜନ ସମ୍ପର୍କ ପଦଯାତ୍ରାରେ ଯାଇଥିବାବେଳେ ସେମାନଙ୍କୁ ବିପୁଳ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗଞ୍ଜାମ ଓ ଖୋର୍ଧା ଜିଲ୍ଲା କୈବର୍ତ୍ତ ମହାସଙ୍ଘ ସଭାପତି ସନାତନ ବେହେର,ବାରିଷ୍ଟ ନେତା ଶ୍ରୀକାନ୍ତ ମହାନ୍ତି,ପୁର୍ବତନ ବ୍ଲକ ବିଜେଡି ସଭାପତି ବନବାସୀ ଖୁଣ୍ଟିଆ,ସମିତି ସଭା ଜେ. ସନ୍ତୋସୀ,ଗୋବିନ୍ଦ ରେଡି ,ବିଶ୍ୱନାଥ ବେହେରା,ରଘୁନାଥ ସାହୁ,ଉମାଜେନା,କୃଷ୍ଣ ଚନ୍ଦ୍ର ପଲାଇ, ଅନ୍ତର୍ଯ୍ୟାମୀ ବେହେରା, ନିରଂଜନ ରେଡି,ପ୍ରଭଟ ସେଠି,କୈଳାଶ ଚନ୍ଦ୍ର ସ୍ୱାଇଁ,ସଦାଶିବ ତ୍ରିପାଠୀ,ଭାଗ୍ୟ ରେଡି,ଉମାକାନ୍ତ ସାହୁ,ବଂଶୀଧର ବେହେରା, ବାନାମ୍ବର ପଲାଇ,ସ୍ୱାମା ରେଡି,ଚନ୍ଦ୍ର ମୋହନ ସାହୁ ପ୍ରମୁଖ ସମିତିସଭ୍ୟ,ସରାପଞ୍ଚ ସମେତ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here