ଆତ୍ମସୁରଷା ତାଲିମ ଶିବିର ଅନୁଷ୍ଟିତ

0
40

ବ୍ରହ୍ମପୁର (ଓବି ନ୍ୟୁଜ୍)(ସାହେବ ନାୟକ): ଆତ୍ମସୁରଷା ତାଲିମ ର ନୋଡାଲ ଅଫିସ ତଥା ସ୍ଥାନୀୟ ଏସବିଆର ମହିଳାକଲେଜ ପରିସରରେ ଆମ୍ରସୁରଷା ତାଲିମ ନେଇ ଜିଲ୍ଲାସ୍ତରୀୟ କୋଡିନେଟର ମାନକଂ କମଶାଳା ଅନୁଷ୍ଟିତ ହୋଇଯାଇଛି।ଏଥିରେ କଲେଜର ଅଧଷା ଡଃ.ସଂଗିତା କଂ ଅଦଷତା କରିଥିଲେ।ମୁଖ୍ୟଅତିଥି ଭାବେ ଉଚ୍ଚ ଶିଷାବିଭାଗ ର ରିଜିଓନାଲ ଡାଇରେକ୍ଟର ଏଲ.କେ.ତ୍ରିପାଠୀ ଯୋଗଦେଇଥିଲେ।ଜିଲ୍ଲା କୋଡିନେଟର ଡଃ.ଦେବରାଜ ସ୍ବାଇଁ କାଯ୍ୟକ୍ରମ ପରିଚାଳନା କରିଥିଲେ।କାଯ୍ୟକ୍ରମରେ ଗଂଜାମ ଜିଲ୍ଲାର ବିଭିନ୍ନ କଲେଜ ର ଅଧଷ ଓ ସମସ୍ତ କୋଡିନେଟର ଉପସ୍ଥିତ ଥିଲେ।ଶେଷରେ ଡଃ.ନମିତା ମହାପାତ୍ର ଧନ୍ୟବାଦ ଅପଣ କରିଥିଲେ।

LEAVE A REPLY

Please enter your comment!
Please enter your name here