ବିନିକା ବ୍ଲକରେ ଗୁଗୁଲ ଇଂଟରନେଟ ସାଥିଙ୍କୁ ସ୍ମାଟ ଫୋନ ଯୋଗାଣ

0
52

ସୋନପୁର , କେନ୍ଦ୍ର ସରକାର ଓ ଗୁଗୁଲ କମ୍ପାନି ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ବ୍ଲକର ୧୬ ଟି ପଚଂୟତର ୩୦ ଜଣ ମହିଲା ପ୍ରଶିକ୍ଷାର୍ଥୀ ଙ୍କୁ ରାମପୁର ର ଏନଆଇଆଇଏମଏସ କେନ୍ଦ୍ର ଠାରେ ଇଂଟରନେଟ ଡାଟା ତାଲିମ ଦେବା ସହ ୩୦ ଜଣକୁ ୨ଟି ଲେଖାଏଁ ସ୍ମଟ ଫୋନ ଯୋଗାଇ ଦିଆଯାଇଛି । ପ୍ରକାଶ ଥାଉ କି ଉକ୍ତ ମହିଲା ପ୍ରଶିକ୍ଷାର୍ଥୀ ମାନେ ନିଜ ନିଜ ଅଚଂଳରେ ମହିଲା ମାନଙ୍କୁ ଇଂଟରନେଟ ଶିକ୍ଷା ଦେବେ । ଏହି ଦୁଇ ଦିନିଆ ତାଲିମ ସିବିର ଉଦଯାପନି ଦିବସ ରେ ମୁଖ୍ୟ ଅଥିଥି ଭାବେ ସମାଜ ସେବି ଶ୍ରୀଯୁକ୍ତ ଖିର ସାଗର ବିଭାର ଉପସ୍ଥିତ ଥିବା ବେଲେ ସମ୍ମାନୀୟ ଅଥିଥି ଭାବେ ମହଦା ଜେ ଆର କଲେଜ ଅଧ୍ୟପକ ରାଜେଶ ଭୋଇ , ସମାଜ ସେବି ଆଲୋକ ନାଏକ. ଯୋଗ ଦେଇଥିବା ବେଲେ ଏନଆଇଏମଏସ ଡାଇରେକଟର ପର୍ଣ୍ଣେନ୍ଦୁ ସାହୁ ସଭା ପରିଚାଳନା କରିଥିଲେ । ପ୍ରଶିକ୍ଷାର୍ଥୀ ଙ୍କୁ ବଲିଷ୍ଠ ସାହା,ସତ୍ୟନାରାଣ ଠେଟୁଆ,ସତ୍ୟ ସାମଲ ଓ ପ୍ରକାଶ କୁମ୍ଭାର ପ୍ରଶିକ୍ଷଣ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here