ରାଇକିଆ ବ୍ଲକରେ ସଦସ୍ୟତା ଅଭିଯାନ ଅନୁଷ୍ଠିତ

    0
    27

    ରାଇକିଆ(ଓବି ନ୍ୟୁଜ)(ଜଗଦୀଶ ଦାଶ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବୁଥ ନଂ ୯୫ରେ ଜିଲ୍ଲା ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଜେପି ମହିଳା ମୋର୍ଚ୍ଚା ସଙ୍ଗଠନ ପ୍ରମୁଖ ଅର୍ଚ୍ଚନା ପ୍ରଧାନଙ୍କ ଦ୍ୱାରା ବୁଥ ନଂ ୯୫ରେ ସଙ୍ଗଠନ ପର୍ବ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ୭୦ ଜଣ ଲୋକ ମେମ୍ବର ହୋଇଥିଲେ ।

    LEAVE A REPLY

    Please enter your comment!
    Please enter your name here