ବୀରମହାରାଜପୁର(ଓବି ନ୍ୟୁଜ)(ସୂର୍ଯ୍ୟ ନାରାୟଣ ପଣ୍ଡା):ସୁବଳୟ। ପାଞ୍ଚ।ୟତ ଅନ୍ତର୍ଗତ ଗୋବିନ୍ଦପୁର ସତ୍ୟ ସେବକ ଯୁବ କ୍ଲବ ଓ ପତାଞ୍ଜଳି ୟୁବ ଭାରତ ସୁବର୍ଣପୁର ମିଳିତ ଅନୁକୂଲ୍ୟ ରେ ଗୋବିନ୍ଦପୁର କ୍ଲବ ପରିସର ଓ ବାବା ଗଢନେଶ୍ବସ ଶିବ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପତାଞ୍ଜଳି ୟୁବ ରାଜ୍ୟ ସଦସ୍ୟ ମନୋଜ ପଣ୍ଡା ପରିବେଶ କୁ ଵୃକ୍ଷ ରୋପନ ହି ସନ୍ତୁଳିତ କରି ପାରିବ ବୋଲି କହି ଥିଲେ।ବୃକ୍ଷ ରୋପଣ ସବୁ କାର୍ୟ୍ୟ ଠାରୁ ମହତ କର୍ମ ବୋଲି ମଧ୍ୟ କହିଥିଲେ।ଏହି ଵୃକ୍ଷ ରୋପନ କାର୍ୟ୍ୟକ୍ରମ ର ସମାଜସେବୀ ଶରତ ବିଶ୍ଵାଳ ସମେତ ଗୋବିନ୍ଦପୁର ଗ୍ରାମର ବିଭୂତି କୁଦେଇ ,ପ୍ରଦ୍ୟୁମ୍ନ ନାଏକ,ନିରୋଜ ନାଏକ,ଅମିତ ସାହୁ,ସୁବୁଲୁ ନାୟକ, ପ୍ରହଲ୍ଲାଦ ନାଏକ ,ଆଶିଷ ସାହୁ,ଉପେନ୍ଦ୍ର ବିଶ୍ବାଳ, ନୀଳମଣି ପୁରୋହିତ ଵୃକ୍ଷ ର ସୁରକ୍ଷା ସକାଶେ ସଂକଳ୍ପ ବଧ ହୋଇ ଥିଲେ।।।