ମରୁଡି ଚିନ୍ତାରେ ଚାଷୀ

0
58

ସୋନପୁର(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ସୋନପୁର ,ସୁବର୍ଣ୍ଣପୁର ଜିଲା ଅଞ୍ଚଳରେ ମୌସୁମୀ ଛୁଇଁଲା ପରେ ନିଖୋଜ । ବର୍ଷାକୁ ଚାହିଁ ଚାଷୀ ହତାଶ ହୋଇ ପଡ଼ିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଟି ଫାଟି ଆଁ କଲାଣି । ଅନ୍ୟପକ୍ଷରେ ମେଗା ଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ ଠିକ ସ୍ଥାନରେ ପଏଣ୍ଟ ଲାଗି ନଥିବାରୁ ଚାଷ ଜମିକୁ ପାଣି ମିଳି ।ରୁ ନାହିଁ । ଅଞ୍ଚଳରେ ଅନେକ ଜମି ଶୁଖିଲା ପଡିଛି । ମୌସୁମୀ ଆସିବା ପରେ ୩୦ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ବୁଣା ସରିଛି । ଅନ୍ୟପକ୍ଷରେ ଚାଷୀ ଗତ ବର୍ଷର ଫସଲ ବୀମା ସହାୟତାରୁ ବଞ୍ଚିତ ହୋଇ ରହିଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ରାଜ୍ୟ ସରକାର ତୁରନ୍ତ ଏଥି ୍ରତି ଦୃଷ୍ଟି ଦେଇ ଚାଷୀ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here