ଆମ ପୋଲିସ ସମିତି ରକ୍ତଦାନ ଶିବିର ରେ ୧୧୧ୟୁନିଟ ରକ୍ତ ସଂଗ୍ରହ

0
28

ଭଞ୍ଜନଗର (ଓବି ନ୍ୟୁଜ୍) (ଜୟକୃଷ୍ଣ ପଟ୍ଟନାୟକ) ; ଆଜି ସ୍ଥାନୀୟ ଘୁମୁସର କ୍ଲବ ଠାରେ ଆମ ପୋଲିସ ସମିତି ଓ ଘୁମୁସର କ୍ଲବ ସହଯୋଗ ରେ ଆୟୋଜିତ ରକ୍ତଦାନ ଶିବିର ରେ ୧୧୧ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏଏସପି ଅମରେନ୍ଦ୍ର ପଣ୍ଡା, ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ସୁଦୀପ୍ତ କୁମାର ସାହୁ, ରମେଶ ପ୍ରସାଦ ସ୍ୱାଇଁ, କୃତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ବିଭିନ୍ନ ଅନୁଷ୍ଠାନ, ସଂଘ ଓ ବହୁ ସ୍ବେଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here