ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିଲେ ନିଜ ଅଞ୍ଚଳର ଛାତ୍ରଛାତ୍ରୀ

0
91

ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ମହାରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଆଜି ସ୍ଥାନୀୟ ଡ଼ିଆରଡ଼ିଏ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କୁ ଭେଟିଥିଲେ । ଏହି ଅବସରରେ ଜିଲ୍ଲାପାଳ ସେମାନଙ୍କୁ ଦେଖି ଖୁସି ଜାହିର କରିଥିଲେ । ପୂର୍ବରୁ ଜିଲ୍ଲାପାଳ ଯେତେବେଳେ ମହାରାଷ୍ଟ୍ର ଅଞ୍ଚଳରେ ଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିଲେ ଏହି ଛାତ୍ରଛାତ୍ରୀମାନେ ତାଙ୍କ ପାଖରେ ପାଠ ପଢୁଥିଲେ । ଏହି ଛାତ୍ରଛାତ୍ରୀମାନେ ବର୍ତ୍ତମାନ ସିଭିଲ୍ ସର୍ଭିସ୍ କୋଚିଂ ନେଉଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here