ହିଞ୍ଜିଳିକାଟୁ ଜେ.ଏମ.ଏଫ.ସି କୋର୍ଟର ବିଚାରପତି ଙ୍କ ଦ୍ୱାରା ବୃକ୍ଷ ରୋପଣ

0
128

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର) ; ବ୍ରହ୍ମପୁର ଆଇନ ସହାୟକ ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ହିଂଜିଳିକାଟୁ ଆଇନ ଜିବୀଙ୍କ ସହାୟତା ରେ ହିଂଜିଳିକାଟୁ ବ୍ଲକ ଅନ୍ତର୍ଗତ ଶାସନ ଆମ୍ବ ଗାଁ ଆଦର୍ଶ ବିଦ୍ୟାଳୟ ଓ ପୌରପରିଷଦ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ସହାୟତାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ହିଂଜିଳିକାଟୁର ଜେ.ଏମ.ଏଫ.ସି କୋର୍ଟର ବିଚାରପତି ସୁଶ୍ରୀ ରାଜଶ୍ରୀ ପଟ୍ଟନାୟକ ଓ କୋର୍ଟର କର୍ମଚାରୀ ଉପସ୍ଥିତ ରହି ବିଦ୍ୟାଳୟକୁ ସବୁଜ ସୁନ୍ଦର କରିବା ସକାଶେ ବିଦ୍ୟାଳୟ ରେ ଗଛ ଲଗାଇ ଵା ସହ ଛାତ୍ର ଛାତ୍ରୀଙ୍କୁ ଗଛ ର ଉପକାରିତା ସଂପର୍କରେ ସଚେତନା କରାଇଥିଲେ ଏହି କାର୍ଯ୍ୟକ୍ରମ ରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ, କେନ୍ଦ୍ରୀୟ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ , ବନବିଭାଗ ଅଧିକାରୀ ପ୍ରଦୀପ କୁମାର ପଣ୍ଡା କୁକୁଡାଖଣ୍ଡି ଫରେଷ୍ଟର ମିତା ରାଣୀ ବିଶ୍ୱସରାୟ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କୋର୍ଟ ବରିଷ୍ଠ କିରାଣୀ ଶିଵରାମ ପଟ୍ଟନାୟକ, ସିମାଚଳ ପଣ୍ଡା, ସୁରେଶ ଚନ୍ଦ୍ର ଦାସ, କୋମଳ କାନ୍ତ ପାତ୍ର, ନିରାକାର ଵେହେରା, , ଆଇନଜିବୀ ଦୁତିକୃଷ୍ଣ ସାବତ,ସାତୁନୁ ପୋଲାଇ, ପ୍ରମୂଖ କାର୍ଯ୍ୟକ୍ରମ ରେ ଉପସ୍ଥିତି ଥିଲେ

LEAVE A REPLY

Please enter your comment!
Please enter your name here