ସାପ କାମୁଡାରେ ଜଣେ ମୃତ

    0
    40

    କଳାହାଣ୍ଡି (ଓବି ନ୍ୟୁଜ୍)(ବରଦା ପ୍ରଶନ୍ନ ନାୟକ) ; କଳାହାଣ୍ଡି କିଲ୍ଲା ଗୋସିଙ୍ଗା ଥାନା ଅନ୍ତର୍ଗତ ଜୁମେରମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛ ି । ଫଳରେ ପରିବାର ଲୋକେ ତାଙ୍କୁ ଭବାନୀପାଟଣା ମେଡିକାଲ ନେଇଥିଲେ । ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଏକ ଗୁଣିଆକୁ ଡାକି ମୃତ ବ୍ୟକ୍ତିଙ୍କୁ ବଂଚାଇବା ପାଇଁ ପ୍ରୟାସ କରିବାରୁ ମେଡିକାଲ ପରିସରରେ ଲୋକାରଣ୍ୟ ଘଟିଥିଲା । ଶେଷରେ ଗୁଣିଆ ଜଣକ ଅସଫଳ ହେବାରୁ ମେଡିକାଲରେ ଅପ୍ରିତିକର ପରିସ୍ଥିତି ସୃଷ୍ଠି ହୋଇଥିଲା । ଶେଷରେ ମେଡିକାଲ କର୍ତ୍ତୁପକ୍ଷ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି ।

    LEAVE A REPLY

    Please enter your comment!
    Please enter your name here