କେନ୍ଦ୍ରୀୟ ବିଦ୍ୟାଳୟରେ ବୃକ୍ଷରୋପଣ

0
70

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(କୃଷ୍ଣ କୁମାର ବେହେରା): ପାରଳାଖେମୁଣ୍ଡିସ୍ଥିତ ବେତଗୁଡ଼ାଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍କୁଲର ଶିକ୍ଷକ ସୁବ୍ରତ ପଣ୍ଡାଙ୍କ ନେତୃତ୍ୱରେ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ବୃକ୍ଷରୋପଣ ହୋଇଥିଲା । ପରିବେଶକୁ ସୁରକ୍ଷା ରଖିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ଛାତ୍ରଛାତ୍ରୀଙ୍କୁ ସଚେତନତା କରାଇବା ସହ ଆଗାମୀ ଦିନରେ ବହୁ ପରିମାଣରେ ବୃକ୍ଷରୋପଣ କରିବା ପାଇଁ ଉପଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here