ହିଞ୍ଜିଳିକାଟୁ (ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର) ; ପାଗର ପରିବର୍ତ୍ତନ ହେବା ପରେ ବର୍ଷା ହୋଇଛି ଚାଷ ଜମି ରେ ପାଣି ମଧ୍ୟ ଜମି ଥିବା ହେତୁ ଚାଷୀ ମାନେ ଚାଷକରିବା ପାଇଁ ବିଲକୁ ଆଜିର ଆଧୁନିକ ଯୁଗରେ ହଳଲଙ୍ଗଳ ଲୋପ ପାଇଥିବା ବେଳେ ଟ୍ରାକ୍ଟର ସାହାଯ୍ୟ ରେ ଚାଷ କରନ୍ତି । କିନ୍ତୁ ଆଜି ହିଞ୍ଜିଳିବ୍ଲକ୍ ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମ ରେ ଚାଷକରିବା ସକାଶେ ବିଲ ରେ ଟ୍ରାକ୍ଟର ବୁଲୁଥିବା ସମୟରେ କୌଣସି କାରଣ ବସତଃ ଟ୍ରାକ୍ଟରଟି ବିଲ ମଜିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଟ୍ରାକ୍ଟର ଡ୍ରାଇଭର କାହୁଁ ଦାସ ନାମକ ଜଣେ ବ୍ୟକ୍ତିଙ୍କ ମୃତ ହୋଇଛି ।