ବେଗୁନିଆପଡ଼ା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) ; ଗତ କାଲି ରାତିରେ ପେଟ୍ରୋଲିଂ ସମୟରେ ବେଗୁନିଆପଡ଼ା ପୁଲିସ ସୁମଣ୍ଡଳ ନିକଟ ରାସ୍ତାରୁ ଦେଶୀ ଚୋରା ମଦ ଜବତ କରିବା ସହ ଜଣଙ୍କୁ ଗିରଫ୍ କରିଛନ୍ତି ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା କେ. ବରିଡ଼ା ଗ୍ରାମର ପଞ୍ଚାନନ ପ୍ରଧାନ ଙ୍କୁ ଗିରଫ୍ କରି ତାଙ୍କ ପାଖରୁ ୪୦ ଲିଟର ମଦ ଓ ଗୋଟିଏ ଗାଡି ଜବତ କରି କେଶ୍ ନମ୍ବର ୧୯୫ ରେ ଏକ ମାମଲା ରୁଜୁ ହୋଇଛି