ବାଲି ଚୋରାଚାଲାଣ: ୫ ଟ୍ରାକ୍ଟର ଜବତ

0
44

ମୋହନା(ଓବି ନ୍ୟୁଜ)(ସୁବିତ କୁମାର ନାୟକ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖସଡ଼ା ରାମନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଘଟଣାସ୍ଥଳରେ ପହଂଚି ୫ଟି ଟ୍ରାକ୍ଟରକୁ ଜବତ କରିଛନ୍ତି । ଏହି ସମୟରେ ଡ୍ରାଇଭରମାନେ ରୟାଲିଟି ରସିଦର ପ୍ରମାଣପତ୍ର ଦେଖାଇ ପାରିନଥିଲେ କି ବାଲି ନେବା ନିମନ୍ତେ କୌଣସି ପ୍ରମାଣପତ୍ର ଦେଖାଇପାରିନଥିବାରୁ ସମସ୍ତ ଟ୍ରାକ୍ଟରକୁ ଚନ୍ଦ୍ରଗିରି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ନିକଟକୁ ଅଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here