ବେଗୁନିଆପଡ଼ା ବ୍ଳକରେ ଏବିଡିଓ ଙ୍କ ଦାୟିତ୍ଵ ଗ୍ରହଣ

0
32

ବେଗୁନିଆପଡ଼ା (ଓବି ନ୍ୟୁଜ୍)(ଗାୟତ୍ରି ଦେବୀ) ; ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୬୫୭୯ / ୧୯/୭/୨୦୧୯ ପ୍ରକାରେ ଶୁକ୍ରବାର ଦିନ ବେଗୁନିଆପଡ଼ା ବ୍ଳକରେ ଏବିଡିଓ ଭାବେ ପ୍ରଦୀପ କୁମାର ପଣ୍ଡା ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀ ପଣ୍ଡା ଏଥି ପୂର୍ବରୁ ଛତ୍ରପୁର ଏ ବି ଡି ଓ ଥିଲେ ପରେ ସେ ବେଗୁନିଆପଡ଼ା ବ୍ଲକର ଭାରପ୍ରାପ୍ତ ବି ଡି ଓ ଭାବେ ଯୋଗଦେଇ ସୁନାମ ଅର୍ଜନ କରିବା ପରେ ପୁଣି କବିସୂର୍ଯ୍ୟନଗର ଏ ବିଡିଓ ଭାବେ ଯୋଗ ଦେଇଥିଲେ ଆଜି ସେ ଯୋଗ ଦେବା ପରେ ଅଧ୍ୟକ୍ଷକ୍ଷ ଓ କର୍ମଚାରୀ ମାନେ ଶ୍ରୀ ପଣ୍ଡା ଙ୍କୁ ସ୍ଵାଗତ କରିଥିଲେ

LEAVE A REPLY

Please enter your comment!
Please enter your name here