କେନ୍ଦ୍ରୀୟ ବିଦ୍ୟାଳୟ ଖୋଳିବା ନେଇ ଛତ୍ରପୁର ବିଧାୟକ ଭେଟିଲେ ରାଜସ୍ୱ ମନ୍ତ୍ରୀଙ୍କୁ

0
88

ଛତ୍ରପୁର ଓବି ନ୍ୟୁଜ୍) :ଗତକାଲି ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମିର ଆଡ଼ଭାନ୍ସ ପୋଜେସନ ରାଜସ୍ୱ ସଚିବଙ୍କ ଦ୍ୱାରା ମଞ୍ଜୁରୀ ହୋଇଛି । ବର୍ତମାନ ଏହା ଅନ୍ତିମ ଅନୁମୋଦନ ନିମନ୍ତେ ମାନ୍ୟବର ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିକଟକୁ ପ୍ରେରଣ କରାଯାଇଛି । ଏହାକୁ ଅତି ଶୀଘ୍ର ଅନୁମୋଦନ କରିବା ନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here