ରାଇକିଆ ବ୍ଲକ ସଭାଗୃହଠାରେ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

0
30

ରାଇକିଆ (ଓବି ନ୍ୟୁଜ୍) (ଜଗଦିଶ୍ ଦାଶ) ; କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସଭାଗୃହ ଠାରେ ୭୩ ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ରାଇକିଆ ବିଡିଓ ରଶ୍ମୀ ରଞ୍ଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାଧୀନତା ଦିବସ ବା ପତାକା ଉତ୍ତୋଳନ ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନଙ୍କ ଦ୍ୱାରା ହେବ ବୋଲି ବୈ÷ଠକରେ ନିଷ୍ପତି ନିଆଯାଇଛି । ଏବଂ ବିଭିନ୍ନ କାର୍ଯ୍ୟକ୍ରମ ବିଭିନ୍ନ ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆହେବାପାଇଁ ସ୍ଥିର ହୋଇଛି । ଏହି ବୈଠକରେ ସିଡିପିଓ ମଳୟ ମିଶ୍ର,ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ,ଏବିଡିଓ ମୋହନ ମଲ୍ଲିକ,ରାଇକିଆ ସମିତି ସଭ୍ୟା ମିନି ନାୟକ ଙ୍କ ସମ୍ମୁଖ ବହୁ ଲୋକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here