ଓକିଲଙ୍କର କର୍କଟ ରୋଗରେ ମୃତ୍ୟୁ

0
38

ଭଞ୍ଜନଗର (ଓବି ନ୍ୟୁଜ୍) (ଜୟକୃଷ୍ଣ ପଟ୍ଟନାୟକ) ;ଭଞ୍ଜନଗର ଓକିଲ ସଂଘ ର ସଦସ୍ୟ ଗଣେଶ ଜେନା ଙ୍କର ଆଜି ପ୍ରାୟ ଦିନ ୧ ବେଳେ ଭୁବନେଶ୍ୱର ରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସେ ଗତ ୭ମାସ ହେଲା କର୍କଟ ରୋଗରେ ପୀଡିତ ଥିଲେ । ବର୍ତ୍ତମାନ ତାଙ୍କୁ ୫୪ ବର୍ଷ ହୋଇଥିଲା । ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି । ଏ ଖବର ଭଞ୍ଜନଗର ରେ ପହଂଚିବା ପରେ ତାଙ୍କ ବହୁ ଶୁଭେଛୁ, ଓକିଲ ବନ୍ଧୁ ଓ ସମ୍ପର୍କୀୟ ଶୋକ ପ୍ରକାଶ କରିଛନ୍ତି । ଆସନ୍ତା ସୋମବାର ଭଞ୍ଜନଗର କୋର୍ଟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here