ସାପ କାମୁଡାରେ ୨ ଗୁରୁତର

0
36

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ବିଷାକ୍ତ ସାପ କାମୁଡିବା ଦ୍ୱାରା ଗଂଜାମ ବ୍ଲକର ୨ ଜଣ ଗୁରୁତର ଅବସ୍ଥାରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ସେମାନେ ହେଲେ ମଧୁରଚୂଆ ଗ୍ରାମର ସିଦେ୍ଧଶ୍ୱର ନାୟକ(୧୬) ଓ କଣ୍ଠିଆପଲ୍ଲୀ ଗ୍ରାମର ଏ.ଗଣେଶ ରେଡ୍ଡି(୩୭) ବୋଲି ଜଣାପଡିଛି । ଏ.ଗଣେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାନେଇ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here