ଜି.ଉଦୟଗିରି (ଓବି ନ୍ୟୁଜ) (ପ୍ରତାପ ପାଢୀ) ; ସରକାରଙ୍କ ପରୀ – ୩ କାର୍ଯ୍ୟକ୍ରମ କୁ ସଫଳ କରିବାକୁ କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ଜି.ଉଦୟଗିରି ର ବିଭିନ୍ନ ଦୋକାନ ରେ ଚଢାଉ କରି ଗଞ୍ଜାମ ଜିଲ୍ଲା ର କଣ୍ଟେଇ ପଲ୍ଲୀ, ତାଳସାକର, ଗୁଣ୍ଡୁରିବାଡ଼ି, ଭାଲିଆଖାଇ, ସହ ବିହାର ରାଜ୍ୟ ର ନାବାଳକ ବୋଲି ଜଣାପଡିଛି। ସମସ୍ତ ନାବାଳକ ଙ୍କୁ କନ୍ଧମାଳ ଜିଲ୍ଲା ସି ଡବ୍ଲୁ ସି ଙ୍କୁ ହସ୍ତାନ୍ତର କରାଯାଇଛି।