ମୋହନାରେ କର୍ମି ସମ୍ମିଳନୀ ବୈଠକ

    0
    40

    ମୋହନା (ଓବି ନ୍ୟୁଜ୍) ( ସୁବିତ୍ କୁମାର ନାୟକ ) ; ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଜିରାଙ୍ଗ ବଳଦେବଙ୍କ ପୀଠରେ ଧର୍ମ ପ୍ରଚାର ସମିତି ପ୍ରମୁଖ ଶ୍ରୀଯୁକ୍ତ ତରୁଣୀସେନ ଦାଶଙ୍କ ନେତୃତ୍ୱରେ ବିଶ୍ୱହିନ୍ଦୁ ପରିଷଦ ର କାର୍ଯ୍ୟ ବିସ୍ତାର ସଭା ହୋଇଥିଲା ଉକ୍ତ ସଭାରେ ଧର୍ମ ରକ୍ଷା ସମିତି ର ପ୍ରମୁଖ ସନ୍ଥ ଅଜୟ ଦାଶ, ସଭାପତି ଶ୍ରୀ ପ୍ରେମାନନ୍ଦ ମହାନ୍ତି ସମ୍ପାଦକ ଶ୍ରୀ ମାନ ନରେନ୍ଦ୍ର ଜାନି, ନାରାୟଣ ରଇତ ଶହସମ୍ପାଦକ ଶ୍ୟାମ ସୁନ୍ଦର ଶବର,ଏବଂ ଜିଲ୍ଲା ର ସମସ୍ତ କାର୍ଯ୍ୟ କର୍ତ୍ତା ରହି ରକ୍ଷାବନ୍ଧନ, ବିଶ୍ୱ ହିନ୍ଦୁ ପ୍ରତିଷ୍ଠା ଦିବସ ପାଳନ, ଗୋ ପାଳନ ଗୋମାତା ଙ୍କୁ ସେବା ଓ ସତସଙ୍ଗ ଦର୍ଶନ ଗୀତ ଚିନ୍ତକ,ଅଭିଯାନହୋଇଥିଲା ଉକ୍ତ ସଭାରେ ପରୋହିତ ଅର୍ଚକବିଭାଗ ପ୍ରମୁଖ ଶ୍ରୀମାନ ରଞ୍ଜିତ କୁମାର ଦାଶ ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ ସହ ଶାନ୍ତି ପାଠ କରି ସଭା ସାଙ୍ଗ କରିଥିଲେ ।

    LEAVE A REPLY

    Please enter your comment!
    Please enter your name here