ଶିକ୍ଷା ଅଧିକାର ଆଇନ ସର୍ମ୍ପକରେ ଜନସୁଣାଣି

0
57

ସୋନପୁର (ଓବି ନ୍ୟୁଜ): ଓଡିଶା ରାଜ୍ୟ ଶିଶୁ ଶୁରକ୍ଷା ଅଧିକାର ଆୟୋଗଙ୍କର ପକ୍ଷରୁ ଆଜି ଶିଶୁ ମାନଙ୍କ ଶିକ୍ଷା ଅଧିକାର ଆଇନ ଉପରେ ଏକ ଜନସୁଣାଣି ଜିଲ୍ଲାପାଳ ସମ୍ମିଳନି କକ୍ଷରେ ଅନୁଷ୍ଠିତ ହୋଇଛି । ଏହା ଆସନ୍ତା ୭ ତରିଖ ପର୍ଯ୍ୟନ୍ତ ଚାଲିବ । ଏହି ଦୁଇଦିନ ଶିକ୍ଷା ଅଧିକାରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ଏକ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ଓଡିଶା ରାଜ୍ୟ ଶିଶୁ ଶୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଦ୍ୟାବତୀ ପଧାନ ସୁଚନା ଦେଇଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଭ୍ୟା ଦିବ୍ୟା ଶାଶ୍ୱତି, ହରିହର ନାୟକ,ସତ୍ୟଜିତ ସେନ,ଶିକ୍ଷା ଅଧିକାରୀ ଆଇନ ଉପଦେଷ୍ଟା ଘାସିରାମ ପଣ୍ଡା, ଡିସିପିଓ ଚର୍ତୁଭୂଜ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here