ସାମ୍ପ୍ରତିକ ପରିସ୍ଥିତି ଓ ଭାରତର ଭୂମିକା

0
90

ଈଶ୍ବରଙ୍କ ସୃଷ୍ଟି ରେ ଆଜି ମନୁଷ୍ୟ ଏକ ସୁନ୍ଦର ଅନୁଭୂତି ପ୍ରାପ୍ତ କରୁଛି । ଯୁଗ ଯୁଗ ଧରି ଈଶ୍ବରୀୟ ସଭା ର ଅନୁସନ୍ଧାନ କରି ମନୁଷ୍ୟ ସର୍ବଶ୍ରେଷ୍ଠ ହୋଇଥିବା ବେଳେ, ପ୍ରକୃତି, ପଶୁ, ପକ୍ଷୀ, କୀଟ, ପତଙ୍ଗ ସାମାନ୍ୟ ମାତ୍ର ପ୍ରାଣୀ କୁ ନିଜ ବୁଦ୍ଧି ବଳରେ କବଳିତ କରିବାକୁ ଚେଷ୍ଟା ମଣ
କରୁଛି । ଅନେକ ବର୍ଷ ପରେ ସୃଷ୍ଟି ରେ ବା କୃମଣ୍ଡଳିରେ ଏକ ଆକସ୍ମିକ ପରିବର୍ତ୍ତନ ଆସେ ଏହା ଆମେ ଇତିହାସ, ପୁରାଣ, ଶାସ୍ତ୍ର, ବେବ, ଜପନିଷଦ
ଆଦିରୁ ଜାଣିଛେ କେତେ କଥା ପିଢ଼ି ପରେ ପିଢ଼ି ପରମ୍ପରା ରୁ ମଧ୍ୟ ଜଣାଯାଏ। ନିଜକୁ ଗୋଟିଏ ନିର୍ଜନ ଏକାନ୍ତ ସ୍ଥାନରେ

ଯଦି ବିଚାର କରାଯାଏ ଏହି ବିଶାଳ ସୃଷ୍ଟି ରେ ଏ ଦୁର୍ଲଭ ପାଣୀ କେତେ ନଗଣ୍ୟ। ମହାଜଗତ, ଜଗତ, ବିଶାଳ ଭୂମଣ୍ଡଳ ସେଠୁ ମଧ୍ୟ ରେ ଥିବା ସଚରାଚର ଉଭିଦ, ପ୍ରାଣୀ ସମସ୍ତେ ନିଜ ନିଜ ନିୟମ ରେ କ୍ରିୟା ସମ୍ପାଦନ କରିଥାନ୍ତି। ଚନ୍ଦ୍ର, ସୂର୍ଯ୍ୟ, ନଦୀ, ସମୁଦ୍ର ସମସ୍ତେ ଏକମାତ୍ର ପ୍ରାଣୀ ମନୁଷ୍ୟ, ଯିଏକି ଈଶ୍ନର ଙ୍କ ସ୍ୱତନ୍ତ୍ର ବରଦାନ ରେ ଗଜା ତାର ସ୍ବତନ୍ତ୍ରତା ବା ବୁଦ୍ଧି ବଳରେ ପ୍ରଦତ୍ତ ଶକ୍ତି ର ଦୁରୂପଯୋଗ କରେ । ଗ୍ୟର ପରିଣାମ ସଦୃଶ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଭୋଗିବାକୁ ପଡ଼େ। ପ୍ରାକୃତିକ ବିପର୍ଯ୍ୟୟ ର ମୁଖ୍ୟ କାରଣ ମନୁଷ୍ୟ ଅଟେ। ମନୁଷ୍ୟ ର ଅସରନ୍ତି ଆଷା ବିଭିନ୍ନ ପ୍ରକାର କୁକର୍ମ କରିବାକୁ ପଙ୍ଗାଏ ନାହିଁ ସେହି କୁକର୍ମ ର ଫଳ ଦିନେ ନା ଦିନେ ଭୋଗିବାକୁ ପଡ଼େ। ନତୁବା ପ୍ରକୃତି କେବେ ହେଲେ ଜଗତ ର କଲ୍ୟାଣ ନିମିର ସର୍ଜନା ହୋଇଛି। ସେମାନେ ମନୁଷ୍ୟ କୃତ୍ୟ ରେ ନିଜ ର ଭାରସାମ୍ୟ ହରାଇଥାଆନ୍ତି ଏବଂ ତାର ସନ୍ତୁଳ ରକ୍ଷା କରିପାରନ୍ତି ନାହିଁ ନିଜକୁ ସବୁଠୁ ବୁଦ୍ଧିମାନ ବୋଲାଇଥିବା ପ୍ରାଣୀ, ହାତୀ ର ଭିନ୍ନ ଭିନ୍ନ ଅଂଶ କୁ ସ୍ପର୍ଶ କରି ଯେପରି ଭିନ୍ନ ଭିନ୍ନ ମତ ପୋଷଣ କରେ ସେମିତି ଶାସ୍ ରୁ ଭବୃତ ବିଜ୍ଞାନ ର ଅନୁସନ୍ଧାନ କରି ମଙ୍ଗଳ ଗ୍ରହ କୁହନ୍ତୁ, ଚନ୍ଦ୍ର ଅଭିଯାନ ବା ପରମାଣୁ ଶକ୍ତି ର ପ୍ରୟୋଗ ଏମିତି ଅନେକ ସାଧନା କରି, ମୂଳ କୁ ନ ପହଞ୍ଚି ବିଚାର କରେ ଶ୍ରେଷ୍ଠରୁ ଏହା ବିନାଶ ର କାରଣ ହୋଇପାରେ। ଯୁଗ ଯୁଗ ଧରି ପୁଣ୍ୟ ଭୂମି ଭାରତ ବର୍ଷରେ ସାଧୁ ସନ୍ଥ ମାନେ ସନ୍ତୁଳନ ରକ୍ଷା କରି ପ୍ରାଣୀ ଜଗତ ର କଲ୍ୟାଣ ନିମିତ୍ତ ସେହି ଈଶ୍ନର ଙ୍କ ଠାରୁ ପାଇଥିବା ବେଦମାନ କୁ ସରଳ ଭାଷାରେ ଅନେକ ପ୍ରକାରରେ ରଚନା କରିଛନ୍ତି। ଅଂହକାରି ମନୁଷ୍ୟ ତା’ର ସଦୁପ ଯୋଗ କରିବାରେ ସକ୍ଷମ ହୋଇପାରୁନାହିଁ। ବିଶେଷ କରି କିଛି ଶତାବ୍ଦୀ ପୁର୍ବରୁ ଶୁଣା ଯାଏ ସେ ଧୀରେ ଧୀରେ ବିଜ୍ଞାନ ଅଗ୍ରଗତି ଘଟୁଛି ଏବଂ ସତ ମଧ୍ୟ। ବିଜ୍ଞାନ ଶାସ୍ତ୍ର ରୁ ସୃଷ୍ଟି ହୋଇଥିଲେ ମଧ୍ୟ ତା’ର ପରିଚାଳନା ବା ଦୁରୁପଯୋଗ ପ୍ରାଣୀ ର ଆତ୍ମଘାତୀ ସାଜିଥାଏ । ଗତ ପ୍ରାୟ ୩୦ ବର୍ଷ ମ ରେ ଅନେକ ପ୍ରାକୃତିକ ପରିବର୍ଭନ ଦେଖାଦେଇଛି, ପ୍ରାକୃତିକ ପରିବର୍ତ୍ତନ ର ଅର୍ଥ ପ୍ରାକୃତିକ ବିପର୍ଯ୍ୟୟ ) ପ୍ରାକୃତିକ ବିପର୍ଯ୍ୟୟ ହେଲା ପ୍ରକୃତି ଜଗତ ଓ ପ୍ରାଣୀ ଜଗତ, ପ୍ରାକୃତିକ ଜଗତ ରେ ବୃକ୍ଷ ଲତା ବନ, ଜଙ୍ଗଲ, ନଦୀ, ପାହାଡ଼, ସମୁଦ୍ର, ଜଳବାୟୁ ଆକାଶ ଇତ୍ୟାଦି ଏବଂ ପ୍ରାଣୀ ଜଗତ ଯେମିତି ପଶୁ, ପକ୍ଷୀ, କୀଟ ଇତ୍ୟାଦି। ଏସବୁର ମୂଳ କାରଣ ମନୁଷ୍ୟର ଅଶୋଧୂତ ମଳ। ମଳର ଇଙ୍ଗିତ ରେ ପରିଚାଳନା
ହେଉଥିବା ମନୁଷ୍ୟ, ଖାଦ୍ୟ ପେୟ ର ସଂଯମତା ହରାଇବସିଛି। ଆଜିର ଇନତ ମଣିଷ ଖାଦ୍ୟ ବଦଳରେ ଅଖାଦ୍ୟ ରେ ଆଗ୍ରହ ପ୍ରକାଶ କରେ, ସେମିତ
କି ମଦ, ମାଂସ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ସରୀସୃପ ଇତ୍ୟାଦି ଭକ୍ଷଣ କରିବାରେ ବ୍ୟସ୍ତ। ଏହା ବିପଜ ଅନ୍ୟ ଏକ ବଳିଷ୍ଠ କାରଣ ମଧ। ମୂଳ ଲକ୍ଷ୍ୟ
ରୁ ବିଚ୍ୟୁତ ହୋଇ ବହୁତ ଦୂର ଚାଲିଯାଇଥିବା ମନକୁ ଧାରଣ କରିଥିବା ମନୁଷ୍ୟ ଅନେକ ତାତନା ଭୋଗିବାର ଆରମ୍ଭ କଲାଣି।
ଆମେ କାଳକ୍ରମେ ଆଳି, ଅନେକ ବର୍ଷ ର ଇତିହାସକୁ ପଛରେ ପକାଇ ଫହଚି ଯାଇଛୁ ଗୋଟିଏ ନୂତନ ସୋପାନ ରେ ଯାହାକି ରଚନା ହେବ ନୂଆ
ଅଧାୟ। ବର୍ତ୍ତମାନ ଗୋଟିଏ ଭୂତାଣୁ ନିମନ୍ତେ ସମଗ୍ର ବିଶ୍ବରେ ହା ହା କାର ଶୁଣିଲେ ଲାଗୁଛି ମନୁଷ୍ୟ କେତେ ନିସହାୟ । ବାହାଦୂରୀ ମାରୁଥିବା ।
ଅହଙ୍କାର ରେ ଜର୍ଜରିତ ଆଜିର ମଣିଷ ର ଅସହାୟତା ଦେଲେ ଲାଗୁଛି ଆଶ୍ଚର୍ଯ୍ୟ ଚକିତ କୁଢ଼ କୁଢ଼ ଟଙ୍କା, ଆକାଶ ଛୁଆଁ ଅଟାଳିକା, ଚନ୍ଦ୍ର ଯିବା
ସାନ, ଯୁଦ୍ଧ ନିମନ୍ତେ ତିଆରି ତୋପ, କମାଣ, ରକେଟ୍, ପରମାଣୁ ଶକ୍ତି ନିଦ୍ରିୟ। ଅତି ବ୍ୟସ୍ତ ହୋଇପଡ଼ିଥିବା ମଣିଷ ଆଜି ନିଜେ ତିଆରି କରିଥିବା
ଦୃତଗାମୀ ଭଜାଜାହାଜ, ରେଳଗାଡ଼ି ଯାନବାହାନ କୁ ବିରାମ ଦେଇଛି। ବିଶାଳ ପ୍ରଶସ୍ତ ରାସ୍ତା ଘାଟ ନିର୍ଜନ ସାରା ବିଶ୍ୱ ଆଜି ଏକ ପ୍ରକାର ସାମାଜିକ
ବାସନ୍ଦ ହୋଇପଡ଼ିଛି। ସମାଜ ରେ ଚଳିବ କଣ, କିଏ କାହାକୁ ମିଶିବା ମନା ନିଜ ସାହି, ଘର-ପରିବାର ରେ ଅଲଗା ରହିବାକୁ ପଡୁଛି ତୁ ବଡ଼ ହେଲା ନିଜକୁ ନିଜେ ଛୁଇଁବାକୁ ଡରୁଛି। ନା ଅସ୍ତ ନା ଶସ୍ତ୍ର, ନା ରାକ୍ଷସ ନା ପିଶାଚ ଏକ ଅଦୃଶ୍ୟ ଶକ୍ତି ଆଗରେ ସବୁ ଶକ୍ତି କ୍ଷୀଣ ହୋଇସାରିଛି। ଅନ୍ତକୋଣରୁ
ସୃଷ୍ଟି ହେଉଛି କେବଳ ଭୟ, କୋକେୟା ଜୟ ବର୍ଭମାନ ଘଡିସନ୍ଧି ମୁହର୍ଭ, ଏହା ଏକ ପରମ ସୁଯୋଗ ମନୁଷ୍ୟ ପାଇଁ ଏଥୁରୁ ହିଁ ସେ ଶିକ୍ଷା ଲାଭ କରି ବିଜୟ ହୋଇପାରିବ, ଅନୁକୁଳ ହୋଇପାରିବ ଇଶ୍ୱରୀୟ ସଭା ଆଡକୁ। ଏବଂ ସାର୍ଥକ ମଧ୍ୟ ହେବ ଏହି ଦୁର୍ଲଭ ଜୀବନ । ଓଷଧ ଭାବରେ ବ୍ୟବହୃତ ବୃକ୍ଷ ଲତା, ଚେରମୂଳି ଭଳି ପ୍ରାକୃତିକ ବନୌଷଧ, ଗୋମୁତ୍ର, ଗୋବର ଭଳି ପବାର୍ଥ ର ପ୍ରଚଳନ ବହୁମାତ୍ରାରେ ଥିଲା, ଯାହାକି ଆଜି ବହୁତ କମ୍ ମାତ୍ରାରେ ତାର ବ୍ୟବହାର ଦେଖ୍ବାକୁ ମିଳୁଛି। ଏହିଭଳି ଅମୋଘ ଦ୍ରବ୍ୟ ମାଧ୍ୟମ ରେ ଭାରତ ର ବୈଦ୍ୟ ବିଶାରଦ ମାନେ ନିଶ୍ଚୟ ଔଷଧ ପ୍ରସ୍ତୁତି କରିବାରେ ସକ୍ଷମ ହେବେ, ତାହା ଭରସା ଯୋଗ୍ୟ । ଗୋ-ମାତା ର ଗୋବର ଓ ମୂତ୍ର ର ବ୍ୟବହାର ଏହିଭଳି ସାମାନ୍ୟ ଭୁତାଣୁ କୁ ଅନେକ ଦୁରରେ ରଖ୍ ପାରିବା। ବିଶ୍ୱ ଯଦି ଆରମ୍ଭ କରେ ପଞ୍ଚ, ଗବ୍ୟ ର ବ୍ୟବହାର, ଅଳ୍ପ ସମୟ ରେ ଅବସାନ ହେବ କେତେ କେତେ ମହାମାରୀ ସଙ୍କଟ। ଭାରତ ସଦାବେଳେ ବିଶ୍ରର କଲ୍ୟାଣ ସାଧନା ରେ ବ୍ୟସ୍ତ। ବର୍ତ୍ତମାନ ସେ ସମୟ ଉପସ୍ଥିତା ଯୁଗେ ଯୁଗେ ଧର୍ମ ର ଯେତେବେଳେ ସ୍ନାନି ହୁଏ। ସେତେବେଳେ ସ୍ଵୟଂ ଭଗବାନ ହୁଅନ୍ତୁ ବା ଭଗବାନ ଙ୍କ ସଭା ରୂପରେ ମହାମାନବ ମାନେ ଜନ୍ମ ଗ୍ରହଣ କରିଛନ୍ତି ଏହି ଧର୍ମ ଭୂମି । ଅନେକ ବର୍ଷ ପରେ ଭାରତ ମାତା ର ଜଣେ ଶାସ୍ତ୍ରାନୁରାଗି ଏବଂ ରାଜନୀତି – ବିଶାରଦ ଭାବେ ସୁଯୋଗ୍ୟ ସନ୍ତାନକୁ ଆମେ ଆଜି ପାଇଛି, ଯାହାକି ଏକ ପରିବର୍ତ୍ତନ ର ଦିଶା ଆଜକୁ ପ୍ରବର୍ତ୍ତାଇ ଥିବାର ଦେଖ୍ବାକୁ ମିଳୁଛି । ହେ ଶ୍ରେଷ୍ଠ ଶରୀର ଧାରଣ କରିଥିବା ଜୀବାପା ବର୍ଭମାନ ଈଶ୍ନରାଜି ମୁଖ୍ ହେବାର ସମୟ। ତାହେଲେ ସୃଷ୍ଟି ସୁରକ୍ଷିତ ଏବଂ ସୃଷ୍ଟି ରେ ଥିବା ପ୍ରକୃତି, ଜୀବ ମ ସୁରକ୍ଷିତ ଅପେକ୍ଷା ର ଅନ୍ତ କରି ନିଜକୁ ସମର୍ପଣ କରିବା, ଯାହାକି ଇତିହାସ ରେ ସ୍ଵଣିମ ଫର୍ବ ହେବ

ଅଣରାଶି ତ୍ରିପତି ବାଲାଜୀ ପାତ୍ର

LEAVE A REPLY

Please enter your comment!
Please enter your name here