ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

0
35

ଧର୍ମଗଡ଼ (ଓବି ନ୍ୟୁଜ)(ବରଦା ପ୍ରସନ୍ନ ନାୟକ): ଧର୍ମଗଡ଼ ଉପଖଣ୍ଠ ଠାରେ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଧର୍ମଗଡ଼ ବ୍ଲକ କନଫେରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସହ ଉପଜିଲ୍ଲାପାଳ ହରେକୃଷ୍ଣ ବରିହା, ବିଡିଓ କିଶୋର କୁମାର ଭୋଇ, ଧର୍ମଗଡ଼ ଥାନା ଆଇଆଇସି , ସହକାରୀ ତଥା ବେସରକାରୀ ଅଫିସର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here