ଲଗାଣ ବର୍ଷାରେ ଧର୍ମଗଡ ସ୍ଥିତି ବେହାଲ

    0
    16


    ଧର୍ମଗଡ (ଓବି ନ୍ୟୁଜ)(ବରଦା ପ୍ରଶନ୍ନ ନାୟକ) ; ପ୍ରବଳ ବର୍ଷା ହେବା ଫଳରେ ଧର୍ମଗଡରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ମାନଙ୍କରେ ପାଣିର ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନ ଥିବାରୁ ପାଣି ନିଷ୍କାସନ ଠିକ୍ ଭାବେ ହୋଇପାରୁନାହିଁ । ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଜଟିଳ ହୋଇପଡିଥିବା ପରିଲକ୍ଷିତ ହେଉଛି । ଏଣୁ ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

    LEAVE A REPLY

    Please enter your comment!
    Please enter your name here