ରବି ମହାପାତ୍ର ଙ୍କୁ ଶ୍ରଦ୍ଧାଞ୍ଜଳୀ

0
52


ବ୍ରହ୍ମପୁର (ଓବି ନ୍ୟୁଜ) ; ସହୀଦ ରବି ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ ଅବସରରେ କଂଗ୍ରେସ ଦଳ ପକ୍ଷରୁ ତାଙ୍କ ସ୍ମୃତି ଚାରଣ ସହ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । କଂଗ୍ରେସ କାର୍ଯ୍ୟଳୟରେ ଏନେଇ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ସେହିପରି ଅନ୍ନପୂର୍ଣ୍ଣା ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରାଯାଇଥିଲ।। ଏହି ଅବସରରେ ନଗର କଂଗ୍ରେସ ସଭାପତି ପ୍ରମୋଦ ଜେନା,ଜିଲ୍ଲା କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା,ଜିଲ୍ଲା ପରିଷଦ ସଦ୍ୟ ବୃନ୍ଦାବନ ଖଟେଇ ଙ୍କ ସମେତ ବହୁ ଛାତ୍ର ଓ ଯୁବନେତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here