ବର୍ଷା ରେ ଭୁଷୁଡ଼ିଲା କୋଠା

0
39

ବେଗୁନିଆପଡ଼ା(ଓବି ନ୍ୟୁଜ): ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ. ବରିଡ଼ା ନିମିନା ଛକ ବାଲିସାହିରେ ବୁଧବାର ପୂର୍ବାହ୍ନରେ ଲଘୁଚାପ ବର୍ଷା ଯୋଗୁଁ ଗୌରୀ ଶଙ୍କର ଖାଡ଼ଙ୍ଗାଙ୍କ ଦୁଇ ମହଲା କୋଠା ଭୁଷୁଡି ପଡିଛି । କିଛି ଆସବାବପତ୍ର ନଷ୍ଠ ହୋଇଥିବା ବେଳେ, କେହି ଆହତ ହୋଇ ନ ଥିବା ଜଣାପଡ଼ିଛି ।ସେହିପରି ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ହୋଇ ଯାଇଥିବା ବେଳେ ଚାଷ ଜମି ଜଳାର୍ଣ୍ଣବ ହୋଇଥିବାର ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here