ଋଷିକୂଲ୍ୟା ନଦୀରେ ବନ୍ୟା ଜଳ ପ୍ରବାହିତ।

0
40

ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା) ; ଉପର ମୁଣ୍ଡରେ ଲଘୁଜାତ ଜନିତ ଲଗାଣ ବର୍ଷା ଯୋଗୁଁ ଗଂଜାମ ସହର ଉପକଣ୍ଠ ରେରେ ରହିଥିବା ଋଷିକୂଲ୍ୟା ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରଭାହିତ ହୋଇ ସମୁଦ୍ରରେ ମିଶୁଥିବା ଜଣାପଡିଛି। ଜଳ ସ୍ତର ବୃଦ୍ଧିପାଇଥିବା ଯୋଗୁଁ ନଦୀ ମଧ୍ୟରେ ୪ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି। ନଦୀ ମଧ୍ୟରେ ସୁଅ ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ମସ୍ୟଜୀବୀ ମନେ ମାଛ ମାରିବାକୁ ନଦୀ ମଧ୍ୟକୁ ଯାଉ ନଥିବା ପରିଲକ୍ଷିତ ହେଉଥିବା ବେଳେ ସୁଅ ଦ୍ଵାରା ନଦୀର ଉଭୟ ପାର୍ଶ୍ୱରେ କୁଳ ଖାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଗଂଜାମ ଏନ ଏ ସି ର ଦାମୋଦର ପୁର ଠାରୁ ଗଞ୍ଜାମ ବ୍ଲକ ର କଲ୍ୟାଣପୁର ପର‌୍ୟ୍ୟନ୍ତ ଉଛତା ବିଶିଷ୍ଟ ପଥର ବଜ ନିମନ୍ତେ ବିଭାବୀୟ ଉଚ୍ଚ କତ୍ତୃପକ୍ଷ ଙ୍କୁ ପ୍ରସ୍ତାବ ଦିଆଯାଇଥିବା ନେଇ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here