ଛତ୍ରପୁର ଠାରେ କ୍ରାନ୍ତି ଦିବସ ପାଳିତ

0
111

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ୭୭ତମ ଅଗଷ୍ଟକ୍ରାନ୍ତି ଦିବସ ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବନେତା ଭାଗିରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ମହାଆଡମ୍ବର ସହକାରେ ପାଳନ ହୋଇଯାଇଛି । ଏଥିରେ ଯୁବ ଆଇଏନଟିୟୁସି ର ଜିଲ୍ଲା ସଭାପତି ଜି.ଏରେୟା, ଗଂଜାମ ଜିଲ୍ଲା କଂଗ୍ରେସ କମିଟି ସଂପାଦକ ଗଣପତି ବାରିକ , ପୂର୍ବତନ ସରପଞ୍ଚ ଡି.ରାମସ୍ୱାମୀ ରେଡ୍ଡୀ ଓ ଟି.କ୍ରିଷ୍ଣା ରେଡ୍ଡୀ, ଛାତ୍ର କଂଗ୍ରେସ ଜିଲ୍ଲା ସମ୍ପାଦକ ସୁବୋଧ ସୁମନ ସ୍ୱାଇଁ, ପାପା ରାଓ, ଅଭିଷେକ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ଆଜି ଦିବସ ଉପରେ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here