କାଉଡ଼ିଆଙ୍କ ଜଳାଭିଷେକ ଯାତ୍ରା

0
19

ରାଇକିଆ(ଓବି ନ୍ୟୁଜ) (ଜଗଦିଶ ଦାଶ): କନ୍ଧମାଳ ଜିଲ୍ଲା ରାଇକିଆରୁ ଚକାପାଦ ମନ୍ଦିରରେ ଶ୍ରାବଣ ମାସ ଚତୁର୍ଥ ସୋମବାରରେ ଜଳାଭିଷେକ କରିବା ପାଇଁ ବହୁ କାଉଡ଼ିଆମାନେ ନଦୀରୁ ପାଣି ଉଠାଇ ଚକାପାଦ ମନ୍ଦିରକୁ ଆଜିଠୁ ଯାଇଛନ୍ତି । ଏଣୁ ବୋଲବମ ଧ୍ୱନୀରେ ସେହି ଅଂଚଳ ପ୍ରକମ୍ପିତ ହୋଇଉଠିଥିଲା । କାଉଡ଼ିଆମାନେ ଚକାପାଦ ମନ୍ଦିରରେ ସୋମବାର ଜଳାଭିଷେକ କରିବେ ।

LEAVE A REPLY

Please enter your comment!
Please enter your name here