ରାଇକିଆ(ଓବି ନ୍ୟୁଜ) (ଜଗଦିଶ ଦାଶ): କନ୍ଧମାଳ ଜିଲ୍ଲା ରାଇକିଆ ନାଗରିକ ମଂଚ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନାଗରିକ ମଂଚର ସଭାପତି ସୁଶାନ୍ତ କୁମାର ଜେନା, ଦୁର୍ଯ୍ୟୋଧନ ଲେଙ୍କା, ଅନୁପ, ମୋସେଷ ଦିଗାଲ ଓ ବହୁ ନାଗରିକ ମଂଚର ଲୋକ ଉପସ୍ଥିତ ଥିଲେ । ଫରେଷ୍ଟ ବନ ବିଭାଗ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ବନ ବିଭାଗ ପକ୍ଷରୁ ବିଭିନ୍ନ କିଶମର ବୃକ୍ଷ ଦେଇଥିଲେ । ସେହି ଗଛ ଗୁଡ଼ିକ ମିଶନ୍ ସ୍କୁଲ ଯିବା ରାସ୍ତା ପାଶ୍ୱର୍ରେ ଲଗା ଯାଇଥିଲା ।