ହିଞ୍ଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ଗୋଟିଏ ଗଛ ଗୋଟିଏ ଜୀବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବପିଢ଼ିଙ୍କ ସାହଯ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଗ୍ରାମପଂଚାୟତର ସରପଂଚ ରାମକୃଷ୍ଣ ପୋଲାଇ, ଗ୍ରୀନ ଭିଲେଜ ଟିମର କର୍ମକର୍ତା ଓ ମୁଖ୍ୟ ସହଯୋଗୀ ଭାବେ କାହ୍ନୁ ସେଠୀ, ପଂଚା ସେଠୀ, କୈଳାଶ ପ୍ରଧାନ, ଆର.ସନ୍ତୋଷ କୁମାର, ବିପ୍ଲବ ସେଠୀ, କାହ୍ନୁ ସ୍ୱାଇଁ, ରାଜେଶ ସେଠୀ, ରୁଦ୍ର ସେଠୀ ବିକାଶ ସେଠୀ, ପବିତ୍ର ସେଠୀ, ମିଥୁନ ଶଙ୍କର, ତୋଫାନ ପ୍ରମୁଖ ଉପସ୍ଥିତ ଥିଲେ