ଗାଲେରୀରେ ଅଗ୍ନି କାଣ୍ଡ

0
29

ଭଞ୍ଜନଗର(ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ): ଗାଲେରୀ ଗ୍ରାମର ଖଇରା ସାହିର ବିଳାସିନି ନାଇକ, ଚିତ୍ରସେନ ନାଇକ, ଡାକ ନାଇକ ଓ ମାଗି ନାଇକ ବିଲରେ କାମ କରୁଥିବା ବେଳେ ସେମାନଙ୍କ ଘରେ କୌଣସି କାରଣ ରୁ ନିଆଁ ଲାଗିଥିବା ଖବର ପାଇ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ । ଭଞ୍ଜନଗରରୁ ଦମକଳ ଯାଇ ନିଆଁ ଲିଭାଇବା ବେଳକୁ ସେମାନଙ୍କ ୪ବଖରା ଘର ସମେତ ସମସ୍ତ ଜିନିଷ ପ୍ରାୟ ପୋଡି ନଷ୍ଟ ହୋଇ ଯାଇଥିଲା । ହେଲେ କାହାର ରୋଷଇ ଘରୁ ନିଆଁ ଉଡି ଚାଳ ରେ ଲାଗିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here