ରାସ୍ତାରେ ଗଡ଼ିଲେ ନାଗବମ ବାବା

0
130

ଧର୍ମଗଡ଼ (ଓବି ନ୍ୟୁଜ)(ସୁଧିର କୁମାର ଗୋପାଳ): କଥାରେ ଅଛି ଶ୍ରାବଣ ମାସରେ ଭଗବାନ୍ ଶିବଙ୍କ ଲିଙ୍ଗରେ ପାଣି ଢାଳିଲେ ମହାପୂଣ୍ୟ ମିଳେ ଏହି ଆଶା ଭରଷାନେଇ ଭକ୍ତମାନେ ନିଷ୍ଠାର ସହ ପ୍ରାୟ ଏକମାସ ଧରି ନିଶା ନିବାରଣ କରି ଖାଲିପାଦରେ ରହି ସଂକଳ୍ପ କରିଥାନ୍ତି । ଏଭଳି ଏକ ରୋମାଞ୍ଚକ ଦୃଶ୍ୟ ଭକ୍ତମାନଙ୍କ ନିଷ୍ଠାପର ଭକ୍ତି ଦେଖିବାକୁ ମିଳିଥିଲା । ଧର୍ମଗଡ ବ୍ଳକ ସେମଲା ଅଞ୍ଚଳରେ ଭକ୍ତମାନେ ମୁଡ୍ରାନଦୀରୁ ଜଳ ଉଠାଇ କୋକସରା ଛତିଶଗଡ ଶିବ ମନ୍ଦିରରେ ନାଗଙ୍କଭଳି ରାସ୍ତାରେ ଗଡିଗଡି ଯାଇ ପାଣି ଢାଳିଥିଲେ । ଏହା ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here