ମଦ ଜବତ

0
17

ବେଗୁନିଆପଡ଼ା(ଓବି ନ୍ୟୁଜ): କୋଦଳା ଥାନା ଅନ୍ତର୍ଗତ କାଲିମେଘି ଗ୍ରାମରେ କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ଵରେ ଏକ ଟିମ୍ ଚଢାଉ କରି ୫୦୦ ଲିଟର ଦେଶୀ ମଦ ଜବତ କରିବା ସହ ଏକ ଡାଲା ଅଟୋ (ଓଆର-୦୭ଆର- ୨୭୯୩) କୁ ମଧ୍ୟ ଜବତ କରିଛନ୍ତି । ଏହା ସହିତ ଆଲୋକ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ୍ କରିବା ସହ ୨ ଜଣ ଫେରାର୍ ଅଛନ୍ତି । କୋଦଳା ପୁଲିସ ପକ୍ଷରୁ ୨୦୮ /୧୯ ରେ ଏକ ମାମଲା ରୁଜ୍ଜୁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here