ଧର୍ମ ପରାୟଣ ମହିଳା ଙ୍କ ବୀୟୋଗ ରେ ପ୍ରବଚନ କାର୍ଯ୍ୟକ୍ରମ ।

0
25

ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ;ଗଂଜାମ ସହରାଞ୍ଚଳ ଅଧିନସ୍ତ ପୁଇଁତୋଳା ଗ୍ରାମର ଧର୍ମପରାୟନ ମହିଳା ଅପସରି ନନ୍ଦ ଙ୍କ ବୀୟୋଗ ର ତ୍ରୟୋଦଶ ଦିବସ ଓ ଚତୁର୍ଦ୍ଦଶ ଦିବସର ଅପରାହ୍ନ ରେ ପ୍ରବଚନ ଓ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଧ୍ୟାତ୍ମିକ ବ୍ୟକ୍ତି ଯୋଗଦେଇ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଗଂଜାମ ସଖା ଶ୍ରୀ ଅନକୁଳ ଚନ୍ଦ୍ର ସତସଙ୍ଗ ପକ୍ଷରୁ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥବା ବେଳେ ଆଧ୍ୟାତ୍ମିକବାଦୀ ଲିଲି ମହାରଣା ପ୍ରବଚନ ଦେଇଥିଲେ। ଅପସରି ନନ୍ଦ ଜଣେ ପରୋପକାରୀ,ମିଷ୍ଠଭାଷୀ , ଆଧ୍ୟାତ୍ମିକବାଦୀ, ପ୍ରକୃତିର ମହିଳା ଥିଲେ ।

LEAVE A REPLY

Please enter your comment!
Please enter your name here