ଘରେ ପଶିଲା ପାଣି

0
44

ସୋନପୁର ,(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ମୌସୁମୀ ବର୍ଷା ପୂର୍ବରୁ ସୋନପୁର ପୈାର ପରିଷଦ ଅଚଂଳରେ ଡ୍ରେନ ଗୁଡିକର ବ୍ୟବସ୍ଥା ସୁଧାରିବାକୁ ପ୍ରଶାସନର ନିର୍ଦ୍ଦେଶ ରହଥିଲେ ବି ଡ୍ରେନ ଗୁଡିକର ବ୍ୟବସ୍ଥା ସୁଧାରିବାରେ ସୋନପୁର ପୈାର ପରିଷଦ ଫେଲ ମାରିଛି । ଗତ ଦୁଇଦିନ ଧରି ହୋଇଥିବା ଲଘୁଚାପ ବର୍ଷାରେ ଗୋକନେଶ୍ୱରପଡାର ଅବସ୍ଥା ବେହାଲ ହୋଇପଡିଛି । ପଡାର ୪ ଟି ଘରକୁ ପାଣି ପଶିଥିବା ବେଳେ ଆମ୍ବେଦକର ଛକରୁ ବ୍ଲକ ଛକ ରାସ୍ତା ଉପରେ ମଧ୍ୟ ବର୍ଷା ପାଣି ପ୍ରଭାହିତ ହେଉଛି । ଘର ଗୁଡିକରେ ପାଣି ପଶିଥିବାରୁ ୪ଟି ପରିବାର ଅସୁବିଧାର ସମ୍ମୁଖିନ ହୋଇଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here