ଆର୍ଥିକ ସହାୟତା ଦେଲେ ବିଧାୟକ

0
46

ପୋଲସରା(ଓବି ନ୍ୟୁଜ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ଚନ୍ଦ୍ରମଣି ନାୟକ ଏବଂ ବିରଂଚିପୁର ଗ୍ରାମର କୃଷ୍ଣଚନ୍ଦ୍ର ଜେନା, ଡାହାଣିପଲ୍ଲୀର ଶଙ୍କର ଜେନା, ସାପ କାମୁଡ଼ା ଓ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ । ଆଜି ଓଡ଼ିଶା ସରକାରଙ୍କ ତରଫରୁ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କାର ଚେକ୍ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବୁଗୁଡ଼ା ତହସିଲ ଅଫିସଠାରେ ପ୍ରଦାନ କରାଯାଇଛି । ଏଥିରେ ବୁଗୁଡ଼ା ତହସିଲଦାର, ଜନପ୍ରତିନିଧି ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here