ଗାୟତ୍ରୀ ପରିବାର ତରଫରୁ ବୃକ୍ଷ ରୋପଣ

0
38

ଧର୍ମଗଡ଼ (ଓବି ନ୍ୟୁଜ)(ସୁଧିର କୁମାର ଗୋପାଳ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ସାଗୁନଭାଡି ଠାରେ ସମସ୍ତ ଗାୟତ୍ରୀ ପରିବାର ସଦସ୍ୟ ମାନଙ୍କୁ ନେଇ ଟିକେମଣି ସାହୁଙ୍କ ତତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପରିବାର ତରଫରୁ ବୃକ୍ଷ ବିଷୟରେ ବୁଝାଇଥିଲେ ଓ କହିଥିଲେ ବୃକ୍ଷ ହିଁ ଜୀବନ ବୃକ୍ଷ ନାହିଁ ତୋ ଜୀବନର କିଛି ମୂଲ୍ୟ ନାହିଁ ଏକଥା କହି ଲୋକମାନଙ୍କୁ ସଚେତନ କରିଥିଲେ ଓ ପରିଶେଷରେ ଗାୟତ୍ରୀ ପରିବାର ତରଫରୁ ଗାଅଁ। ପରିକ୍ରମା କରି ଘର ଘର ବୁଲି ପ୍ରତେକ ପରିବାର ରୁ ସମସ୍ତେ ଗୋଟିଏ ଲେଖାଏଁ ଗଛ ଚାରା ରୋପଣ କରିବାକୁ କହି ଗଛ ଚାରା ଦେଇଥିଲେ । ଗାୟତ୍ରୀ ପରିବାର ଏଭଲି ପଦକ୍ଷେପକୁ ଅଚଂଳବାସୀ ବହୁତ ପ୍ରସଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here