ଚିକିଟିରେ ଶୁଣାଶି କଲେ ଜିଲ୍ଲାପାଳ

0
77

ଚିକିଟି (ଓବି ନ୍ୟୁଜ): ଗଞ୍ଜାମ ଜିଲ୍ଲାପାଳଙ୍କ ସାପ୍ତାହିକ ଶୁଣାଣି କାର୍ଯ୍ୟକ୍ରମ ଆଜି ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ସୋମବାର ଏହା ହେଉଥିବା ବେଳେ ଗତକାଲି ଛୁଟି ରହିଥିବା ହେତୁ ତାହାର ଶୁଣାଣି ଆଜି କରାଯାଇଥିଲା । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚିକିଟି ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ଅଭିଯୋଗ ଶୁଣିିଥିଲେ ତାହାର ସମାଧାନ ପାଇଁ ସେଦିଗରେ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଚିକିଟି ବିଡ଼ିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here