ସ୍ୱାଧୀନତା ଦିବସ ଉପଲକ୍ଷେ ଭଲିବଲ ଟୁର୍ଣ୍ଣାମେଂଟ

0
24

କୋଟପାଡ଼(ଓବି ନ୍ୟୁଜ୍): ସ୍ୱାଧୀନତା ଦିବସ ଉପଲକ୍ଷେ ଭଲିବଲ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଛି । ସ୍ଥାନୀୟ ହାଇସ୍କୁଲ ଭଲିବଲ ପଡ଼ିଆରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ଗଣେଷ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପ୍ରଦୀପ ଗୌଡ଼, ସୋମନାଥ ହରିଜନ, ଶିବ ପ୍ରସାଦ ପାଣିଗ୍ରାହୀ, ମନୋଜ ଦାଶ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଂଟରେ କୋଟପାଡ଼ ଓ ଆଖପାଖ ଅଂଚଳର ୧୦ଟି ଦଳ ଅଂଶଗ୍ରହଣ କରିଛନ୍ତି । ବିଜୟୀ ଦଳକୁ ଆସନ୍ତାକାଲି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।

LEAVE A REPLY

Please enter your comment!
Please enter your name here