ମୋହନା ବ୍ଲକ ସମିତି ବୈଠକ

0
117

ମୋହନା (ଓବି ନ୍ୟୁଜ୍) ( ସୁବିତ୍ କୁମାର ନାୟକ ) ; ଗଜପତି ଜିଲ୍ଲା ମୋହନା କଲ୍ୟାଣୀ ମଣ୍ଡପ ଠାରେ ଶୁକି ଶବରଙ୍କ ନେତୃତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ କରାଗଲା । ଏହି ବୈଠକରେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଉପସ୍ଥିତ ରହି ବିଭିନ୍ନ ବିଭାଗର ପ୍ରତିନିଧିମାନଙ୍କ ସହ ଆଲୋଚନା ଓ ତର୍ଯ୍ୟମା କରିଥିଲେ । ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଠିକ୍ ରୂପରେ ଜନ ପ୍ରତିନିଧି ପାଇ ପାରିବେ ସେହି ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବିଡ଼ିଓ ବଂଶୀଧର ଖୋସଲା, ସଂସାଦ ପ୍ରତିନିଧି ବିଦ୍ୟାଧର ନାୟକ, ବ୍ଲକ୍ ଉପଧ୍ୟକ୍ଷା ବାଲିମିକ୍ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ନାୟକ, ଜିଲ୍ଲା ପରିଷଦ ବାଳକୃଷ୍ଣ ମଲ୍ଲିକ, ଜିପିଓ ଓ ସମେତ ଅନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ପ୍ରତ୍ୟେକ ସରପଞ୍ଚ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here