ଅଖଣ୍ଡ ଭାରତ ଦିବସ ପାଳିତ

0
135

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର) ;ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଗୋଠଗାଁ ଗ୍ରାମ ପଂଚାୟତ ରେ ସ୍ବାମୀ ବିବେକାନନ୍ଦ ଯୁବ ପରିଷଦ ଓ ପୁନାଦ ଓ ରିକ୍ସାପଲ୍ଲୀ ଗ୍ରାମର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଆଜି ଅଖଣ୍ଡ ଭାରତ ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ସୈ÷ନିକ ହର ପ୍ରସାଦ ସ୍ୱାଇଁ ଯୋଗ ଦେଇ ଯୁବକମାନଙ୍କୁ ଅଖଣ୍ଡ ଭାରତ ବିଷୟରେ ଦିଗଦର୍ଶନ ଦେଇଥିବା ବେଳେ ମୁଖ୍ୟ ଅତିଥୀ ଭାବେ ସିମାଞ୍ଚଳ ଖଣ୍ଡୁଆଳ ପ୍ରାଚୀନ ପରମ୍ପରାକୁ ପରିତ୍ୟାଗ କରି ଭାରତୀୟ ଐତିହ୍ୟ କୁ ଆଦିରବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ସୁଆଁସିଆଁ ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଉପସ୍ଥିତ କାର୍ଯ୍ୟକ୍ରମରେ କାହ୍ନୁ ବିଶ୍ୱାଳ,ନବଘନ ବିଶ୍ୱାଳ,କୃଷ୍ଣ ଚନ୍ଦ୍ର ଦାଶ,ସାଗର ବାଡତ୍ୟା,ଦୀପକ ମହାନ୍ତି ଓ ବହୁ ଯୁବକଙ୍କ ସମେତ ବୁଦ୍ଧୀଯିବୀ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here