ନିଖୋଜ ମହିଳାଙ୍କ ମୃତ ଦେହ ଠାବ

0
69

ବ୍ରହ୍ମପୁର (ଓବି ନ୍ୟୁଜ):ଗତକାଳି ସନ୍ଧ୍ୟାରୁ କୋର୍ଟପେଟା ଅଂଚଳର ଏକ ଏପାର୍ଟମେଂଟ୍ ରୁ ନିଖୋଜ ଥିବା ଜଣେ ମହିଳାଙ୍କ ମୃତ ଦେହ ଆଜି ଲାଞ୍ଜିପଲ୍ଲୀ ନିକଟ ରେଳ ଧାରଣା ଉପରୁ ଠାବ ହୋଇଛି । କୌଣସି କାରଣ ଯୋଗୁଁ ମହିଳା ଜଣକ ରେଳ ଧାରଣାରେ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି । ଖବର ପାଇ ଜିଆରପି ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here