ଲାଲକିଲାରେ ମୋଦି ଉଡ଼ାଇଲେ ତ୍ରିରଙ୍ଗା ପତାକା

0
26

ନୂଆଦିଲ୍ଲୀ(ଓବି ନ୍ୟୁଜ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍କିଲା ଠାରେ ପତାକା ଉତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିିବା ସହ ପାକିସ୍ତାନ ଓ ସେ ଚଳାଇଥିବା ଆତଙ୍କବାଦଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବା ପରେ ପାକିସ୍ତାନ ଭାରତ ଉପରେ ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛି ହେଲେ ତାହାର ଏହି ଉଦ୍ୟମ ସଫଳ ହେବ ନାହିଁ ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ କହିବା ସହ ଦେଶର ଅଖଣ୍ଡତାକୁ ବଜାଇ ରଖିବା ପାଇଁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଭାରତ ମାଟିର ବହୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here