କୁକୁଡାଖଣ୍ଡି ବ୍ଲକରେ ସ୍ୱାଧୀନତା ଦିବସ

0
158

କୁକୁଡ଼ାଖଣ୍ଡି(ଓବି ନ୍ୟୁଜ): କୁକୁଡାଖଣ୍ଡି ବ୍ଲକ ପରିସରରେ ମହାସମାରହୋରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବ୍ଲକ ଅଧଷ କାମାଷା ପ୍ରସାଦପାତ୍ର ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ ।ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୀବନଚନ୍ଦ୍ରମଲ୍ଲିକ ଉପସ୍ଥିତ ରହିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।ବ୍ଲକର ସମସ୍ତ କାଯ୍ୟକତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here